ଛଇଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଛଇଲା, ଛଇଲୀସ୍ତ୍ରୀ

  • (file)
  • (file)
  • (file)

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ଛବି) ସମ୍ପାଦନା

୧. ବିଳାସଭଙ୍ଗୀଯୁକ୍ତ; ଯେ ଛଟକ ଦେଖାଏ —୧. Foppish; frolicsome.
୨. ରସିକ; ନାଗର —୨. Gallant; coquettish.

ଛଇଳା ! ମୋରେ ଛାଉଲି ଛାଡ଼—କବିସୂର୍ଯ୍ୟ. ରତ୍ନାକରଚମ୍ପୂ ଛ ଗୀତ

୩. (ସଂସ୍କୃତ - ଛଳ) ଚତୁର —୩. Clever.
୪. ସୁନ୍ଦର —୪. Charming; handsome; attractive.
୫. ସୁନ୍ଦର ସାଜସଜ୍ଜାପ୍ରିୟ — ୫. Fond of finery; foppish.

ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ରସିକ; ନାଗରୀ —A flirt; a coquette.

ଠଉରିବା ନାହିଁ ବୋଲି ଠଉରି ବିରାଗ ପାଇଣ ମଦନ ପଳାଏ ରତେ ଛଇଳୀ କବିସୂର୍ଯ୍ୟ ତମ୍ପା ଗୀତ