ଛଇଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଛଇଳା. ଛଇଳୀ,ସ୍ତ୍ରୀ

  • (file)
  • (file)

ଅନୁବାଦ ସମ୍ପାଦନା

(ଛଇଲ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଛବି, ପ୍ରା. ଛବିଲ, ଛଇଲ୍ଲ) ସମ୍ପାଦନା

୧. ଯେ ଛଟକ ଦେଖାଏ; ବିଳାସଭଙ୍ଗୀଯୁକ୍ତ; ରଙ୍ଗିଆ — ୧. Frolicsome.
୨. ରସିକ —୨. Gallant.
୩. ଚତୁର —୩. Clever.
୪. ମନୋହର, ସୁନ୍ଦର — ୪. Charming; beautiful; graceful; having a charming appearance.
୫. ଯେ ଛଇ ବା ଆଡ଼ମ୍ୱର ଦେଖାଏ — ୫. Ostentatious.
୬. ବାକ୍ଚତୁର; ବାକ୍ୟରେ ରସିକତାକାରୀ — ୬. Witty; humorous.
୭. ବେଶଭୁଷାରେ ପରିପାଟୀରୂପେ ସଜ୍ଜିତ — ୭. Foppish; fine.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ନାଗର ଲୋକ; ରସିକ — ୧. A beau; a dandy; a gallant.

ଏ ବଚନେ ଛଇଳ ହୋଇଲା ଛନ୍ନଛନ୍ନ ଭଞ, ଲାବଣ୍ୟବତୀ

୨. ଚକ୍ଚକିଆ ପୋଷାକ ଓ ବେଶପ୍ରିୟ ବ୍ୟକ୍ତି — ୨. A person fond of showy dress and toilette.