ଛଇଳ
ଛଇଳ
ଉଚ୍ଚାରଣ
ସମ୍ପାଦନାଛଇଳା. ଛଇଳୀ,ସ୍ତ୍ରୀ
ଅନୁବାଦ
ସମ୍ପାଦନା(ଛଇଲ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ଛବି, ପ୍ରା. ଛବିଲ, ଛଇଲ୍ଲ)
ସମ୍ପାଦନା- ୧. ଯେ ଛଟକ ଦେଖାଏ; ବିଳାସଭଙ୍ଗୀଯୁକ୍ତ; ରଙ୍ଗିଆ — ୧. Frolicsome.
- ୨. ରସିକ —୨. Gallant.
- ୩. ଚତୁର —୩. Clever.
- ୪. ମନୋହର, ସୁନ୍ଦର — ୪. Charming; beautiful; graceful; having a charming appearance.
- ୫. ଯେ ଛଇ ବା ଆଡ଼ମ୍ୱର ଦେଖାଏ — ୫. Ostentatious.
- ୬. ବାକ୍ଚତୁର; ବାକ୍ୟରେ ରସିକତାକାରୀ — ୬. Witty; humorous.
- ୭. ବେଶଭୁଷାରେ ପରିପାଟୀରୂପେ ସଜ୍ଜିତ — ୭. Foppish; fine.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ନାଗର ଲୋକ; ରସିକ — ୧. A beau; a dandy; a gallant.
ଏ ବଚନେ ଛଇଳ ହୋଇଲା ଛନ୍ନଛନ୍ନ ଭଞ, ଲାବଣ୍ୟବତୀ
- ୨. ଚକ୍ଚକିଆ ପୋଷାକ ଓ ବେଶପ୍ରିୟ ବ୍ୟକ୍ତି — ୨. A person fond of showy dress and toilette.