ଛଆଙ୍ଗୁଠିଆ
(ଛଆଙ୍ଗୁଳିଆ ପୁଂ—ଅନ୍ୟରୂପ)
(ଛଆଙ୍ଗୁଳେଈ—ସ୍ତ୍ରୀଲିଙ୍ଗ)
ଯାହାର ହାତ କିମ୍ୱା ଗୋଡ଼ରରେ ବା ହାତଗୋଡ଼ ଉଭୟରେ ପାଞ୍ଚଟି ରେଖାଏଁ ପରିବର୍ତ୍ତରେ ଛଅଟି ଲେଖାଏଁ ଆଙ୍ଗୁଠି ଥାଏ — Hexadactylous.