ଛଅଷଠି
ଛଷଠି, ଛଷଟିଅନ୍ୟରୂପ
ସଂ ଷଟ୍ଷଷ୍ଟି; ପ୍ରା. ଛଛଠି)—୬୬: ;ଷାଠିଏରୁ ଛଅ ଅଧିକ ସଂଖ୍ୟା —The number ୬୬.
୬୬: ସଂଖ୍ୟକ — Numbering ୬୬.