ଛଅଁଚାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛଅଚେଇବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଛଅ଼ଞ୍ଚିବା କ୍ରିୟାର ଣିଜନ୍ତି ରୂପ) ସମ୍ପାଦନା

ଶିଶୁ ବା ଅସମର୍ଥ ଲୋକର ମଳଯୁକ୍ତ ଗୁହ୍ୟଦେଶକୁ ଶୌଚକରିବା —The act of washing the anus of a child or sick man after passing stools.