ଚିମୁଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିପିଟ=ଚେପଟା) ସମ୍ପାଦନା

୧. ଦୁଇ ଟିପଦ୍ୱାରା ଚିପି ଆଘାତ କରିବା — ୧. Pinching.
୨. ବଣିଆ, ସନ୍ୟାସୀ ଓ କମାରମାନଙ୍କର ଯନ୍ତ୍ର ବିଶେଷ (ସଂସ୍କୃତ - ନାମ ସୂଚୁଟୀ; ସଂଦଂଶ) — ୨. A pair of tongs; forceps; nippers pincers.

[ଦ୍ରଷ୍ଟବ୍ୟ — ଏଥିରେ ଦୁଇଟି ଲମ୍ୱ ଓ ପତଳା ବାହୁ ଥାଏ; ନିଆଁ ବା ତପ୍ତ ବସ୍ତୁ ଆଦି ଯାହା ହାତରେ ଧରି ହେବ ନାହିଁ, ଏପରି ବସ୍ତୁସବୁକୁ ଚିମୁଟାର ଦୁଇ ବାହୁଦ୍ୱାରା ଚିପି ଧରି ଉଠାଇବାକୁ ହୁଏ]

୩. ବୁଢ଼ା ଆଙ୍ଗୁଠି ଓ ବିଶି ଆଙ୍ଗୁଠି ଟିପରେ ଧରାଯିବା ପିରମାଣ —୩. As much as xan be taken in A pinch; A pinch.
୪. ଯେଉଁ ପରିମିତି ବସ୍ତୁ ସଙ୍କୁଚିତ କରତଳର ୪ ବା ୫ ଆଙ୍ଗୁଠିର ଟିପଦ୍ୱାରା ଧରା ଯାଇ ପାରେ — ୪. A quantity of thing which can be taken up by holding it with ୪ or ୫ finger.

ଦେଶଜ - ବିଶେଷଣ - ସମ୍ପାଦନା

ଦୁଇ ଟିପରେ ସମ୍ଭାଇବା ପରିମିତି — A pinch of.

(ଯଥା— ଚିମୁଟାଏ ଲୁଣ, ଚିମୁଟାଏ ନାସ)