ଚକ୍ଚକ୍ ଲାଗିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଆସନ୍ନବିପଦର ଆଶଙ୍କାରେ ମନରେ ଅସ୍ଥିରତା ଜାତହେବା — Feeling of uneasiness due to apprehension of impending danger.