ଚକେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - କ୍ରି. ବିଶେଷଣ - ସମ୍ପାଦନା

୧. ଚକ ଥରେ ଘୁରିଯିବା ଦୁରତ୍ୱ — ୧. Space travelled by a wheel in one circuit.

ଚକେ ଗଲେ ବାରା ହାତ ତଗ

୨. ଚକାଏ; ମନୁଷ୍ୟ ବସିଥିବା ଭୂମିପରିମିତ — ୨. Measuring as much space as is occupied by a man sitting on the ground.
୩. ଚଉକେ (ଦେଖ) - ୩. Chauke (See)

ସମସ୍ତଙ୍କ ଦେହଯାକ ଧୂଳି କାଦୁଅ ବୋଳା, ମୁଣ୍ଡରେ ଚକେ ଚକେ ରୁଡ଼ ଫକୀରମୋହନ. ଗଳ୍ପସ୍ୱଳ୍ପ