ଚକାଚକା ଭଉଁରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଚକାଚକାମହୁରି, ଚକାଚକାମାଉଲିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର ଓ ଭ୍ରମ) ସମ୍ପାଦନା

୧. ଚକ୍ରାକାରରେ ଘୁରିବା — ୧. Whirling round; making circles.
୨. ପିଲାମାନଙ୍କର ଚକ୍ରାକାରରେ ବୁଲିବା ଏକପ୍ରକାର ଖେଳ — ୨. A Play of children whirling round or making circuits.

ଚକାଚକା ଭଉଁରି , ମାମୁଘର ଚଉଁରି ଶିଶୁଗୀତ