ଚକର ଛେଇଣ୍ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚକରଛେଉଣ୍ଡୀ—ସ୍ତ୍ରୀ) 

(ଚକରଛେଣ୍ଡା—ଅନ୍ୟରୂପ)

  • (file)

ଗ୍ରାମ୍ୟ - ବିଶେଷଣ - ପୁଂ. (ଗୋଳି) (ସଂ ଚକ୍ର ଓ ଛେଦନ) ସମ୍ପାଦନା

ବାସହୀନ; ବାରବୁଲା; ଛତରା; ଦୁଷ୍ଟ; ବଗୁଲିଆ —Wicked; one who has got no house of his own.

୨. ଯେଉଁ ପିଲା ଗର୍ଭରେ ଥିଲାବେଳେ ପିତା ବା ମାତା ମରି ଯାଇ ଥାଆନ୍ତି —୨. posthumous (child).

[ ଦ୍ର—ଅଶ୍ୱତ୍ଥାମା ଉତ୍ତରାଙ୍କ ଗର୍ଭକୁ ଶର ନିକ୍ଷେପ କଲାବେଳେ ଶ୍ରୀକୃଷ୍ଣ ଚକ୍ର ଉହାଡ଼ କରି ପରୀକ୍ଷିତଙ୍କୁ ରକ୍ଷା କରିଥିଲେ]