ଚକଚାନ୍ଦି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର ଓ ଚତୁସ୍) ସମ୍ପାଦନା

୧. କିଂକର୍ତ୍ତବ୍ୟବିମୂଢ଼ତା; ଧନ୍ଦକା; ଘାବରା; ବିବଳତା —୧. State of being confounded; bewilderment.
୨. ଅତ୍ୟନ୍ତ ଅଧିକ ଆଲୋକ ଦେଖି ଆଖି ଝଲସି ଯିବା —୨. The state of the eyes becoming dazzled by excessive glare of light.

(ଯଥା—ମତେ ଚକଚାନ୍ଦି ଲାଗିଗଲା; ମୋର ଚକଚିନ୍ଦି ବୁଲିଗଲା)

୩. ବହୁତ ବାଟ ଚାଲିବା ଯୋଗୁ ତଳିପାରେ ହେବା ବ୍ୟଥାଯୁକ୍ତ ବ୍ରଣ; ତଳିପାରେ ଚାନ୍ଦି ଫୁଟିଯିବା — ୩. Foot-sore due to excessive walking.


୪. ବିଶେଷ ଉଦ୍ୱେଗ ବା ଚିନ୍ତା ଯୋଗୁଁ ମନରେ ଜନ୍ନିବା ଅସ୍ଥିରତା —୪. Uneasiness or restlessness due to anxiety.