ଚଉହଦି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚତୁଃ+ଆରବୀ - ହଦ୍ଦ୍=ସୀମା) ସମ୍ପାଦନା

୧. ସୀମା — ୧. Boundary.
୨. ଚତୁଃସୀମା — ୨. Boundaries on the ୪ sides

(ଚଉହଦ୍ଦି—ଅନ୍ୟରୂପ)

ଦେଶଜ - ବିଶେଷଣ - ସମ୍ପାଦନା

୧. ଚତୁଃସୀମାରେ ଅବସ୍ଥିତ — ୧. Situated on the ୪ boundaries.
୨. ସୀମାକୁ ଲାଗି କରି ଅବସ୍ଥିତ — ୨. Adjoining the boundary; adjacent.