ଚଉଷଠି କଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷଷ୍ଟି ଓ କଳା) ସମ୍ପାଦନା

ଚଉଷଠି ପ୍ରକାର କଳା ବିଦ୍ୟା (ଯାହା କି ପ୍ରତ୍ୟେକ ସୁଶିକ୍ଷିତା ରସିକା ସ୍ତ୍ରୀଙ୍କର ଶିକ୍ଷା କରିବା କର୍ତ୍ତବ୍ୟ) — Sixtyfour kinds of fine arts according to the Hindu Ṡāstras (which a woman must learn before she becomes perfect).

[ ଦ୍ର—ଶୁକ୍ରନୀତି ମତରେ ୬୪: କଳା ଯଥା—୧ ସଙ୍ଗୀତ, ୨ ନୃତ୍ୟ, ୩ ବାଦ୍ୟ, ୪ ଉଦକ ବାଦ୍ୟ, ୫ ନାଟ୍ୟାଭିନୟ, ୬ ରୂପ— ବିଧାନ, ୭ ତିଳକ ରଚନା, ୮ ବେଶ ରଚନା, ୯ ଅଙ୍ଗରଞ୍ଜନ, ୧ ମୁଣ୍ଡରେ ପୁଷ୍ଣବିନ୍ୟାସ, ୧୧: କେଶବିନ୍ୟାସ. ୧୨: ପୁଷ୍ପଶଯ୍ୟା— ରଚନା, ୧୩: ମାଳ ଗୁନ୍ଥିବା, ୧୪: ଗନ୍ଧଦ୍ରବ୍ୟ ପ୍ରସ୍ତୁତ କରିବା, ୧୫: ଚିତ୍ରବିଦ୍ୟା, ୧୬: ପ୍ରତିମା ନିର୍ମାଣ, ୧୭: ବୈଜୟକୀ ବିଦ୍ୟା,

୧୮: ବୃକ୍ଷାୟୁର୍ବେଦ ବିଦ୍ୟା, ୧୯: ପାକକ୍ରିୟା, ୨ ପାନୀୟରଚନା, ୨୧: ବଢ଼େଇ କର୍ମ. ୨୨: ସୂତା କାଟିବା, ୨୩: ବେତ ବାଉଁଶ ବୁଣିବା, ୨୪: ଶୟନରଚନା, ୨୫: ସୂଚୀକର୍ମ, ୨୬: ଅଳଙ୍କାର ପିନ୍ଧିବା, ୨୭: ଶିଶୁ କ୍ରୀଡ଼ନକ, ୨୮: ଅଳଙ୍କାର ନିର୍ମାଣ, ୨୯: ତଣ୍ଡଳକୁସୁମ— ବିକାର, ୩ ହୀରା କାଟିବା, ୩୧: ମଣିଭୂମିକା, ୩୨: ବାସ୍ତୁବିଦ୍ୟା, ୩୩: ମଣିରାଗ ବିଜ୍ଞାନ, ୩୪: ସ୍ୱର୍ଣ୍ଣ ରୌପ୍ୟ ପରୀକ୍ଷା, ୩୫: ଖନି ବିଦ୍ୟା, ୩୬: ଧାତୁ ରସାୟନ. ୩୭: ଇନ୍ଦ୍ରଜାଲ, ୩୮: ବସ୍ତ୍ର ଗୋପନ, ୩୯: ଚିତ୍ର ପ୍ରଦର୍ଶନ, ୪ ହସ୍ତଲାଘବ ପଢ଼ାଇବା, ୪୧: ସୂତ୍ରକ୍ରିଡ଼ା, ୪୨: ମେଷ କୁକ୍କୁଟ ଯୁଦ୍ଧ, ୪୩: ଶୃକସାରୀକା ପଢ଼ାଇବା, ୪୪: ଦ୍ୟୁତ କ୍ରୀଡ଼ା, ୪୫: ଆକର୍ଷ କ୍ରୀଡ଼ା, ୪୬: ଅଭିଧାନ, ୪୭: ଦେଶ ଭାଷା, ୪୮: ବିବିଧ ଭାଷା, ୪୯: ବୈନାୟକୀ ବିଦ୍ୟା, ୫ କାବ୍ୟସମସ୍ୟା. ୫୧: ଅକ୍ଷର— ମୁଷ୍ଟିକା କଥନ. ୫୨: ଗ୍ରନ୍ଥ ପାଠ, ୫୩: ନାଟକ ଜ୍ଞାନ. ୫୪: ମାନସୀ କାର୍ଯ୍ୟ ୫୫: ପ୍ରହେଳିକା, ୫୬: ଯନ୍ତ୍ରମାତୃକା, ୫୭: ଜଳସ୍ତମ୍ଭ ବିଦ୍ୟା, ୫୮: ବସ୍ତୁଚ୍ୟୁତ ବିଦ୍ୟା, ୫୯: ଦୁର୍ବାଚକ ଯୋଗ. ୬ ବାୟୁ ମେଘ ବିଦ୍ୟା, ୬୧: ଧାରଣ ମାତୃକା, ୬୨: କ୍ରିୟା କୌଶଳ. ୬୩: ଛଜିତକ (ନାଟକଭେଦ), ୬୪: ବୈତାଳିକ ଜ୍ଞାନ]