ଚଉଳଭଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଣ୍ଡୁଳ+ଭର୍ଜନ) ସମ୍ପାଦନା

୧. ଭଜା ହୋଇ— ଥିବା ଚାଉଳ; ଭୃଷ୍ଟ ତଣ୍ଡୁଳ; ମୁଢ଼ି — ୧. Fried rice.
୨. ହାଣ୍ଡି ମଧ୍ୟରେ ବାଲି ବିଛାଇ ସେହି ବାଲିସ୍ତର ଉପରେ ଚାଉଳକୁ ଖଡ଼ିକାମୁଠାରେ ଖରଡ଼ି ଖରଡ଼ି ଅଗ୍ନି— ତାପରେ ଭାଜିବା ପ୍ରକ୍ରିୟା —୨. The operation of frying rice on sand in a pot over fire.