ଚଉରାଅଶି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚଉରାଶି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂ . ଚତୁରଶୀତି; ପ୍ରା. ଚଉରାସୀଇ) ସମ୍ପାଦନା

ଅଶି ଅପେକ୍ଷା ଚାରି ଅଧିକ ସଂଖ୍ୟ; ୮୪: — Eightyfour.

ଦେଶଜ - ବିଶେଷଣ - ସମ୍ପାଦନା

୮୪: ସଂଖ୍ୟକ — Nambering eightyfour.