ଚଉବନ୍ଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଃ+ବନ୍ଧନ) ସମ୍ପାଦନା

୧. ଅଣ୍ଟା ପର୍ଯ୍ୟନ୍ତ ଲମ୍ୱିବା ପୂରାହାତବାଲା ଏକପ୍ରକାର ମରହଟ୍ଟିଆ ଜାମା ବା ମିରିଜେଇ —୧. A kind of old fashioned coat with double flaps on the breast tied by ୪ cords.

[ଦ୍ରଷ୍ଟବ୍ୟ —ଏଥିର ଛାତି ଉପରେ ୨ ପରସ୍ତ ଲୁଗା ଥାଏ ଓ ଉକ୍ତ ଲୁଗା ଦୁଇ ଖଣ୍ଡର ୨ ମୁଣ୍ଡ ଡୋରିଦ୍ୱାରା ଯଥାକ୍ରମେ ବାଁଆପାଖେ ଓ ଡାହାଣପାଖେ ବନ୍ଧାଯାଏ]

୨. ଘୋଡ଼ାର ବା ବଳଦର ୪ ଗୋଡ଼ର ନାଲବନ୍ଦୀ — ୨. Shoeing of the four feet of a horse or bullock.