ଚଉପିଠିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଯେଉଁ ପଶୁ ସବୁପ୍ରକାର (୪ ପ୍ରକାର) ଭାର ବୋହିବାରେ ଅଭ୍ୟସ୍ତ —୧. (beast of burden or animal) Habituated to do all sorts of work; dexterous in all sorts of work.

[ଦ୍ରଷ୍ଟବ୍ୟ —କେତେକ ବଳଦ, ଘୋଡ଼ା ପ୍ରଭୁତି ଶଗଡ଼, ହଳ, ଲଦନ ଓ ଘଣା ଟାଣିବାକୁ ଅଭ୍ୟସ୍ତ ହୋଇଥାନ୍ତି]

୨. (ଲକ୍ଷଣାର୍ଥ) ଚଉକସ୍; ଯେଉଁ ବ୍ୟକ୍ତି ସବୁ କାର୍ଯ୍ୟ (କାୟିକ ଓ ମାନସିକ)ରେ ପାରଙ୍ଗମ — ୨. (Figurative) Strong on all sides; all round; clever at everything (manual and intellectual work).
୩. (ଲକ୍ଷଣାର୍ଥ) ସବୁପ୍ରକାର କାର୍ଯ୍ୟ କରିବାରେ ଅଭ୍ୟସ୍ତ — ୩. (Figurative) Thoroughly qualified.