ଚଉପାୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚଉପାହିଆ; ଚଉପାହ୍ୟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପାଦ; ଚତୁଷ୍ପଦ) ସମ୍ପାଦନା

ଚାରିଗୋଡ଼ିଆ ଛୋଟ ହାଲୁକା ଖଟ; ଖଟିଆ — A small portable bedstead with four legs.

ଦେଶଜ - ବିଶେଷଣ - ସମ୍ପାଦନା

ଯାହାର ଚାରିଟି ଗୋଡ଼ ଅଛି —Forur-legged.