ଚଉପାଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚଉପାଟିଆ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପୁଟ) ସମ୍ପାଦନା

ଗୋଲ ନ ହୋଇ ଚାରିପାଖ ସମାନ ଭାବରେ ତଞ୍ଛା ହୋଇଥିବା କାଷ୍ଠଖଣ୍ଡ — A square log of wood or timber.

ଦେଶଜ - ବିଶେଷଣ - ସମ୍ପାଦନା

ଚତୁରସ୍ର —Four-sided; quadrangular.