ଚଉପଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପଦୀ) ସମ୍ପାଦନା

୧. ଚାରି ଓ କ୍ୱଚିତ୍ ତତୋଽଧିକ ପଦ ବିଶିଷ୍ଟ ସଙ୍ଗୀତ ବା କବିତା — ୧. A song or poem ordinarily consisting of ୪ couplets.

ଚାରୁବେଶାର ମୁହିଁ ଅନ୍ତରଙ୍ଗ ଚଉପଦୀ ଗୀତ ରଚନା ସଙ୍ଗ କବିସୂର୍ଯ୍ୟ. କବିତା

୨. (ସଂସ୍କୃତ - ଚତୁଷ୍ପୃତ୍ରୀ) ଚାରିକୋଣିଆଁ ପତ୍ରର ଦନା; ଠୋଲା — ୨. A square cup made of leaves sewn together.