ଚଉପଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ୧/୪: ହିସାବରେ ଆଦାୟ କରାଯିବା ଶୁକ୍ଳ — ୧. Cess livied at the rate of ୧/୪.
୨. କୌଣସି ବସ୍ତୁର ଏକ ଚତୁର୍ଥାଂଶ — ୨. One fourth.
୩. ରୟତି ଜମି ବିକ୍ରି ହେଲେ ଜରସମନର ୧/୪: ହିସାବେ ନିଆଯିବା ଜମିଦାରଙ୍କ ପ୍ରାପ୍ୟ ଦାଖଲଖାରଜ ରୋସମ — ୩. Mutation fees payable to the zamindar at the rate sale of the consideration on the sale of a rayati holding.

ଦେଶଜ - ବିଶେଷଣ - ସମ୍ପାଦନା

୧. ଚାରିପଣ ବା ୧/୪: ହିସାବରେ ନିଆଯିବା (ଶୁକ୍ଳ) — ୧. (a tax) Levied at the rate of ୧/୪.
୨. ସାଧାରଣ ଉତ୍ପନ୍ନ ଫସଲର ହାରାହାରି ୧/୪: ହିସାବରେ ହୋଇଥିବା (ଫସଲ) —୨. (crop) Produced at the rate of ୧/୪ of the normal produce.
୩. ଚାରିଭାଗରୁ ଭାଗେ ପାଇବା (ଅଂଶୀଦାର) — ୩. (share-holder) Entitled to a fourth share.
୪. ଚାରିଭାଗରୁ ଏକଭାଗରେ ମାଲିକ ହୋଇଥିବା (ଜମିଦାର) — ୪. (a zamindar) Owning one-fourth of the properietory right of an estate.
୫. ଯେଉଁ କିସ୍ତିରେ ରାଜସ୍ୱର ବା ଖଜଣାର ୧/୪ ଦାଖଲ କରା— ଯାଏ —୬. (an instalment) Inwhich ୧/୪ of the rent o revenue is to be deposited.