ଚଉପଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚାରିଆଡ଼; ଚାରିପାଖ — ୧. Four sides; all sides.
୨. ଯେଉଁ ମୁଣ୍ଡିକାଠରୁ ପଳଖା ବାହାର କାରଯାଇ ତାକୁ ଚାରିଅଂଶିଆ କରାଯାଇ ଅଛି — ୨. A four-sided log of wood from the sides of which the unsubstantial portions have been sawn or scraped off.


୩. ଏକପ୍ରକାର ପଶା ଖେଳ — ୩. A kind of game of dice.
୪. ସର୍ବନାଶ —୪. Ruin.

ଦେଶଜ - ବିଶେଷଣ - ସମ୍ପାଦନା

୧. ଚାରିଆଡ଼େ଼ ଖୋଲା — ୧. Open on all sides.
୨. ଅରକ୍ଷିତ —୨. Unprotected.