ଚଉଦ ବିଶ୍ୱା
ଚଉଦ ବିଶ୍ୱା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. କୌଣସି ରୋଗ ବା ବିପଦଦ୍ୱାରା ବିଶେଷ ଭାବରେ ଆକ୍ରାନ୍ତ ହେବା; ଅତି ଆକ୍ରାନ୍ତ ଅବସ୍ଥା — ୧. Great distress.
ନିଶ୍ୱାସ ବନ୍ଦ ହୋଇ ପେଟ ଫୁଲାଇ ଚଉଦବିଶ୍ୱା ହେଲାଣି— ନୀଳକଣ୍ଠ. ପିଲାଙ୍କ ରାମାୟଣ
- ୨. ଦୁର୍ବହ ଅବସ୍ଥା —୨. Unbearable condition.