ଚଉଦାନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଧାନ୍ୟା; ଚତୁର୍ଧାନିକା) ସମ୍ପାଦନା

ଧାନ ଆକାରର ୪ଟି ମୁକ୍ତାର ଦାନା ଝୁଲୁଥିବା କର୍ଣ୍ଣଭୂଷଣ — An earring having ୪ long pearls (like paddy) as pendants.