ଚଉଦନ୍ତା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍+ ଦନ୍ତ)

ସମ୍ପାଦନା
୧. ଯେଉଁ ବଳଦ ବା ଘୋଡ଼ାର କେବଳ ୪ଟି ମାତ୍ର ଦାନ୍ତ ଉଠିଅଛି, ଅର୍ଥାତ୍ ଯେ ପୂର୍ଣ୍ଣ ଯୁବାବସ୍ଥା ପ୍ରାପ୍ତ ହୋଇ ନାହିଁ; ଯେଉଁ ଘୋଡ଼ା ବା ବଳଦ ଚାରିଟି ଦାନ୍ତ ଅଛି — ୧. (a horse or bullock) Which has got only four teeth come out; not yet full grown.
୨. ଚାରିଗୋଟି ଦନ୍ତବିଶିଷ୍ଟ (ହାତୀ) — ୨. (an elephant) Having four teeth or tusks.

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଶ୍ୟାମଦେଶର ଏକଜାତୀୟ ହାତୀ (ଏମାନଙ୍କର ୪ଟି ଦାନ୍ତ ବାହାରେ — Four-tusked elephant of Siam in Burma.