ଚଉଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଥୀ) ସମ୍ପାଦନା

୧. ଏକଚତୁର୍ଥାଂଶ; ଚତୁର୍ଥ ଭାଗ ୧. A fourth part; a quarter.
୨. ମରହଟ୍ଟାମାନେ ମୁସଲମାନ୍ ଶାସିତ ବଙ୍ଗବିହାରଓଡ଼ିଶାରୁ ଆଦାୟ କରଥିବା କର —A fourth part of the land revenue which the Marhattas used to collect from the tenants of Bengal, Bihar and Orissa under Mahomedan rule.

[ଦ୍ରଷ୍ଟବ୍ୟ —ମରହଟ୍ଟାମାନେ ଓଡ଼ିଶା ଅଧିକାର କରି ପ୍ରଜାମାନଙ୍କ ଠାରୁ ନିର୍ଦ୍ଦିଷ୍ଟ ଭୂମିରାଜସ୍ୱର ୧/୪: ଅଂଶ ଗ୍ରହଣକରି ଅବଶିଷ୍ଟ ଜମିଦାରମାନଙ୍କ ପାଇଁ ଛାଡ଼ି ଦେଉଥିଲେ, ତେଣୁ ଏହାକୁ 'ଚଉଥ' କୁହା ଯାଉଥିଲା ଶିବାଜୀଙ୍କ ଅମଳରେ ମରହଟ୍ଟାମାନେ ମଧ୍ୟ ଅନ୍ୟ ରାଜାମାନଙ୍କ ରାଜ୍ୟକୁ ଆକ୍ରମଣକରି ଉକ୍ତ ରାଜ୍ୟରୁ ଚୌଥ ଆଦାୟ କରୁଥିଲେ ମରହଟ୍ଟାମାନଙ୍କ ଲୁଟପାଟ ଓ ଅତ୍ୟାଚାରରୁ ରାଜ୍ୟକୁ ରକ୍ଷା କରିବା ପାଇଁ ତଦ୍ଭତ୍ ରାଜ୍ୟର ରାଜାମାନେ ମଧ୍ୟ ସେମାନଙ୍କ ରାଜ୍ୟରୁ ମରହଟ୍ଟାମାନଙ୍କର ଚୌଥ ଆଦାୟ କରିବାର ଅଧିକାର ମରହଟ୍ଟା— ମାନଙ୍କୁ ସନନ୍ଦଦ୍ୱାରା ଅର୍ପଣ କରୁଥିଲେ]

୩. କୌଣସି ରୟତି ଜମି ବିକ୍ରି ହେଲେ ଜରସମନର ୧/୪: ଅଂଶ, ଯାହାକି ଖରିଦଦାର ଜମିଦାରଙ୍କୁ ରୋସମ ଦେଇ ଆପଣା ନାମ ଦାଖଲଖାରଜ କରାଏ — ୩. Mutation fee, being ୧/୪ of the consideration money paid to a Zimindar to register the name of the purchaser of a royati holding.