ଚଉତା ଚଉତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପଟ) ସମ୍ପାଦନା

(ଲୁଗାକୁ) ଚାରିଭାଙ୍ଗରେ ଉତ୍ତମରୂପେ ଭାଙ୍ଗିବା — Folding (cloth) into four folds.

ଦେଶଜ - ବିଶେଷଣ - ସମ୍ପାଦନା

ଚାରିଭାଙ୍ଗ ହୋଇ ଉତ୍ତମରୂପେ ଭଙ୍ଗା ହୋଇଥିବା — Nicely folded into four.