ଚଉଠି ବେଭାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚଉଠି ବୋଝ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ବିବାହର ଚତୁର୍ଥ ଦିନ କନ୍ୟାର ବାପ— ଘରେ ଦମ୍ପତି ଥିଲେ ବରର ବାପଘରୁ କିମ୍ୱା ବରର ବାପ ଘରେ ଦମ୍ପତି ଥିଲେ କନ୍ୟାର ବାପଘରୁ ପଠାଯିବା ଚତୁର୍ଥୀକର୍ମର ଉପକରଣ ପଦାର୍ଥମାନ —A present of articles required for the ceremonies performed on the fourth day of the marriage, sent to the house where the newly married couple stay on that day, by the father of the bride or bridegroom (as the case may be).