ଚଉଠି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଥୀ; ପ୍ରା. ଚଉଟ୍ଠି) ସମ୍ପାଦନା

୧. ଚାନ୍ଦ୍ରମାନ ପକ୍ଷର ଚତୁର୍ଥୀ ତିଥି —୧. The fourth day of a lunar fortnight.
୨. ଶିଶୁଜନ୍ମର ଚତୁର୍ଥ ଦିବସର କୃତ୍ୟ — ୨. Ceremony performed on the fourth day of a child's birth.
୩. ବିବାହର ଚତୁର୍ଥ ଦିବସ ଓ ସେଦିନ କର୍ତ୍ତବ୍ୟ ଉତ୍ସବାଦି —୩. The fourth day after marriage and the ceremony thereof.

ବରବର୍ଣ୍ଣିନୀ ବରଙ୍କ ଚଉଠି ଉତ୍ସବ ଭଞ୍ଜ. ବୈଦେହୀଶବିଳାସ

[ଦ୍ରଷ୍ଟବ୍ୟ —ଚଉଠି ଦିନ ବରକନ୍ୟା ଏକାସନରେ ବସି ବର ହୋମ କରନ୍ତି, ବର ଓ କନ୍ୟା ଦୁହେଁ କାଠିର ମୁକୁଟ ପିନ୍ଧନ୍ତି ଓ ଏକତ୍ର ନିକଟବର୍ତ୍ତୀ କୌଣସି ଜଳାଶୟକୁ ଯାଇ ସେଠାରେ ସ୍ନାନ କରନ୍ତି]

୪. ମାସର ଚତୁର୍ଥ ଦିବସ — ୪. Fourth day of the month.