ଚଉଠ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଥ; ପ୍ରା. ଚଉଟ୍ଠ) ସମ୍ପାଦନା

୧. ଚାରିଭାଗରୁ ଏକ ଭାଗ —୧. One fourth; ୧/୪.

ଚଉଠେ ନ ରଖିଲା ସେ ସ୍ନେହରୁ କବିସୂର୍ଯ୍ୟ. କବିତା

୨. ପୂଜକ ଆପଣା ପାରିଶ୍ରମିକ ସ୍ୱରୂପ ନେବା ପୂଜାଦ୍ରବ୍ୟର ଏକ ଚତୁର୍ଥାଂଶ —୨. The fourth of the offering taken by the priest who officiates at the function.
୩. ଜମିଦାରଙ୍କର ପ୍ରଜାଠାରୁ ପ୍ରାପ୍ୟ ଜମିରୁ ଉତ୍ପନ୍ନଦ୍ରବ୍ୟର ଏକଚତୁର୍ଥାଂଶ —୩. The quarter of the produce of a holding payable as rent to the landlord.