ଚଉଘରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର+ ଘର) ସମ୍ପାଦନା

(ବଣିଆ ଶବ୍ଦ) ଚାରି ଗୋଟି ଘରଥିବା ରୂପାରେ ତିଆରି ମସଲା ରଖିବାର ପାତ୍ର ବା ଚାଙ୍ଗଡ଼ା — A plate with ୪ apartments for keeping spices.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଚାରିଆଡ଼େ ଘର ବୁଲିଥିବା ଖଞ୍ଜା — A courtyard enclosed by houses on four sides.