ଚଉଗୋଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଚାରି ପାଦବିଶିଷ୍ଟ; ଚତୁଷ୍ପଦ — Having four legs; quadruped.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଉଚ୍ଚ ଛାତ ଓ କାନ୍ଥ ଆଦିକୁ ଝାଡ଼ିବା ବା ଚୂନ ସଫେଦ କରିବା ବ୍ୟକ୍ତି ଚଢ଼ିବା ପାଇଁ ୪ଟି ଗୋଡ଼ ଲଗା ଯାଇ ଥିବା ଉଚ୍ଚ କାଠର ଘୋଡ଼ିଚି — A tall stool used by persons cleasing or whitewashing high roofs or walls.