ଚଉଗୁଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚଉଗୁଣା—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ଗୁଣ; ପ୍ରା. ଚଉଗୁଣ) ସମ୍ପାଦନା

ଚାରିଗୁଣା; ଚତୁର୍ଗୁଣ; ମୂଳ ସଂଖ୍ୟାକୁ ଚାରିରେ ଗୁଣିରେ ଯାହା ହେବ ପରିମିତ — Fourtimes as much; qurdrupled.