ଚଉକିଦାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚୌକିଦାରର କର୍ମ — ୧. The duty of a watchman.
୨. ଚୌକିଦାରର ଚାକିରି — ୨. The post or sevice of a watchman.

ଦେଶଜ - ବିଶେଷଣ - ସମ୍ପାଦନା

ଚଉକିଦାର ସମ୍ୱନ୍ଧୀୟ — Relating to a watchman.