ଚଉକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍କ; ପ୍ରା. ଚଉକ୍କା) ସମ୍ପାଦନା

୧. ଜଳସଂଗ୍ରହାଥ ଗଡ଼ିଆ ବା ଗର୍ତ୍ତ —୧. A square excavation of water; a small hole dug in the ground for water to ooze and accumulate.
୨. ଗଞ୍ଜପା ଓ ତାସ ଖେଳରେ ୪ ଗୋଟି ଟିପ ଥିବା ସାର — ୨. The playing-card having four tips on it.
୩. ପାକ ପୂର୍ବରୁ ଲିପାପୋଛା ହୋଇଥିବା ଚୁଲିର ଚାରି ପାଖ ଓ ନିକଟବର୍ତ୍ତୀ ନିର୍ଦ୍ଦିଷ୍ଟ ସ୍ଥାନ — ୩. Space near about an oven marked out, cleaned and washed with cowdung-water before cooking.

[ଦ୍ରଷ୍ଟବ୍ୟ —ପଶ୍ଚିମା ଓ ମାରବାଡ଼ିମାନେ ଚୁଲିର ଚାରି ପାଖର ନିର୍ଦ୍ଦିଷ୍ଟ ସ୍ଥାନ ଲିପାପୋଛା କରି ସେହି ସୀମା ମଧ୍ୟରେ ନିଜେ ନିଜେ ରୋଷେଇ କରନ୍ତି ଓ ଭୋଜନ କରନ୍ତି ଅନ୍ୟ କେହି ସେହି ସୀମା ମଧ୍ୟକୁ ପଶି ଗଲେ ସମସ୍ତ ଖାଦ୍ୟ ଅପବିତ୍ର ହୋଇଯାଏ]