ଚଉଆଖିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁରକ୍ଷ) ସମ୍ପାଦନା

୧. ଯେ ଚାରିଆଡ଼କୁ ଆଖି ରଖି କାର୍ଯ୍ୟ କରେ — (a person) Who acts by having his vision diercted to all sides.
୨. (ଲକ୍ଷଣାର୍ଥ) ଖୁବ୍ ସତର୍କ ଓ ସାବଧାନ — ୨. (figurative) Very cautions andwatchful.
୩. (ଲକ୍ଷଣାର୍ଥ) କୌଶଳୀ; ବୁଦ୍ଧିମାନ୍ — ୩. (figurative) Very dexterous; ingenious.