ଚଉଁଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ସମ୍ୱଲପୁର) (ଇତର) ବିଶେଷ୍ୟ - ସମ୍ପାଦନା

ଚାଉଳ — Rice.

[ଦ୍ରଷ୍ଟବ୍ୟ —ସମ୍ୱଲପୁର ଅଞ୍ଚଳରେ ଛୋଟଜାତିମାନେ 'ଚାଉଳ' ସ୍ଥଳେ ଚଉଁଲ କହନ୍ତି କଟକ ପୁରୀ ଆଦି ଜିଲାମାନଙ୍କରେ ବାଉରୀ, କଣ୍ଡରା ପ୍ରଭୁତି ଛୋ଼ଟଜାତି 'ଚାଉଳ' ସ୍ଥଳେ 'ଚାଉର' ଉଚ୍ଚାରମ କରନ୍ତି]