ଚଉଁରୀ (ଇତ୍ୟାଦି)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଚଉରୀ ଇତ୍ୟାଦି (ଦେଖ) - Chaurī etc (See)

ବନ୍ଧନେ କବରୀ କରନ୍ତି ଚଉଁରୀ ଏ ଚାରୁ ଚାମର—ଭଞ୍ଜ ବୈଦେହୀଶବିଳାସ ନିଜ ଚଉଁରୀକି ଘେନିଗଲେ ତାର ହସ୍ତ ଧରି ମହାଦରେ—ରାଧାନାଥ ପାର୍ବତୀ