ଚଇତ ପୁନେଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୈତ୍ରପୂର୍ଣ୍ଣିମା) ସମ୍ପାଦନା

ଚୈତ୍ରପୂର୍ଣ୍ଣିମା — The full-moon of the month of Ch&aline;i̱tra.

[ଦ୍ରଷ୍ଟବ୍ୟ —ଏହା କେଉଟମାନଙ୍କକର ପର୍ବ; କେଉଟମାନେ ଏଥିରେ ଘୋଡ଼ାର ରୂପରେ ଗୋଟିଏ ଖୋଳ କରି ଅଣ୍ଟା ପର୍ଯ୍ୟନ୍ତ ତାହା ମଧ୍ୟରେ ପଶି ଘୋଡ଼ା ଉପରେ ଚଢ଼ିବାର ଅଭିନୟ କରି ନିଜେ ନାଚିବାଦ୍ୱାରା ଘୋଡ଼ାକୁ ନଚାନ୍ତି ସ୍ଥାନେ ସ୍ଥାନେ ଚଇତି— ଘୋଡ଼ାମାନଙ୍କର ମେଳନ ହୁଏ]