ଚଇତିମତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୈତ୍ର ଓ ମତ୍ତତା) ସମ୍ପାଦନା

ଚୈତ୍ରମାସରେ ବର୍ଷା ହେବା —Raining in the month of Ch&aline;i̱tra.

ମେଘ ଚଇତିମତା କଲା, ଗଉଡ଼ ଗାଈ ଦୁହଁ ମଲା ପ୍ରବଚନ

ଦେଶଜ - ବିଶେଷଣ - ସମ୍ପାଦନା

ଚଇତ୍ରମାସରେ ବର୍ଷିବା ବା ମାତିବା (ମେଘ) Raining in the month of Ch&aline;itra.