ଚଇତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଚୈତ୍ୟ) ସମ୍ପାଦନା

ଚୈତ୍ରମାସ; ବସନ୍ତ ଋତୁର ଦ୍ୱିତୀୟ ବା ଶେଷ ମାସ — The month of Ch&aline;i̱tra (March-April)

ଚଇତ ମାସରେ ରାଧାମାଘବ ସୁମରି ବୃନ୍ଦାବନେ ପଶିଣ ଲୋଡ଼ଇ ଅନୁସରି ପ୍ରାଚୀ. ରହସ୍ୟମଞ୍ଜରୀ