ଚଅଁ ଚଅଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ବାଛୁରୀ ଗାଈଚିରକୁ ଓ ଶିଶୁ ମାତୃସ୍ତନକୁ ଚୁଚୁମିବା ବେଳେ ହେବା ଶବ୍ଦ —୧. Sound made by a calf or child sipping milk from its mother's teat.
୨. ଦୁଇ ଓଠ ମେଲା ଥାଇ ଉପର ଦାନ୍ତମୂଳ ଓ ଜିଭକୁ ଚିପି ପବନକୁ ଭିତରକୁ ଟାଣିନେବାର ଉଦ୍ୟମଜନିତ ଧ୍ୱନି (ସ୍ତ୍ରୀଲୋକମାନେ 'ଚୂଁ' କଲାବେଳେ 'ଉ' ଯୁକ୍ତ ହୋଇ ଯେଉଁ ଧ୍ୱନି ଶୁଣାଯାଏ) —୨. The sound produced by sucking wind through the tip of the tongue and the root of the upper teeth after joining them and keeping the lips open.