ଚଅଁର କାଢ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - କ୍ରିୟାପଦ - ସମ୍ପାଦନା

(ନଡ଼ିଆ ବା ଖଜୁରି ଗଛ) ସ୍ୱନ୍ଧଦେଶରୁ ଫୁଲଫଳଧାରୀ ଚଅଁର ବାହାରକରିବା — (a cocoanut or date-palm tree) To bring forth a bunch of flowers.

(ଯଥା—ନୂଆଗଛଟି ଚଅଁର କାଢ଼ିଲାଣି)