ଚଅଁରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - କ୍ରି. (ସଂସ୍କୃତ - ଚମରରୁ ଓଡ଼ିଆ ନାମଧାତୁ) ସମ୍ପାଦନା

୧. ଚଅଁର କାଢ଼ିବା (ଦେଖ) - ୧. Cha-añra khāṟḍ̠ẖibā (See)
୨. (କୌଣସି ଭଙ୍ଗପ୍ରବଣ ପଦାର୍ଥ) ଫାଟିଯିବାର ପୂର୍ବାଭାସ ପ୍ରକାଶ କରିବା —୨. To crack; to indicate signs of becoming cracked (said of any fragile thing.)