ଘୋଡ଼ି ହେବା

ଉଚ୍ଚାରଣ

ସମ୍ପାଦନା

ଦେଶଜ - କ୍ରି.

ସମ୍ପାଦନା
୧. ଘୋଡ଼ାଇ ହେବା (ଦେଖ) - ୧. Ghoṟḍ̠āi hebā (See)
୨. ଘୋଡ଼ାଇବା (ଦେଖ) - ୨. Ghoṟḍ̠āibā (See)

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଶୀତବସ୍ତ୍ର —Winter-cloth; wrapper.

(ଯଥା—ମୋ ଘୋଡ଼ିହେବାଟା ଆଣ)

ଦେଶଜ - ବିଶେଷଣ -

ସମ୍ପାଦନା

ଦେହକୁ ଆବୃତ କରିବାର ବ୍ୟବହୁତ (ବସ୍ତ୍ର) — (cloth) Used for wrapping the body.

(ଯଥା—ମୋ ଘୋଡ଼ିହେବା ଏଣ୍ଡ଼ୀଟା କିଏ ନେଲା?)

[ଦ୍ରଷ୍ଟବ୍ୟ —ଉପରୋକ୍ତ ବିଶେଷ୍ୟ - ଓବିଶେଷଣ - ଅର୍ଥରେ 'ଘୋଡ଼ିହେଲା' ମଧ୍ୟ ପ୍ରୟୋଗ କରାଯାଏ]