ଘନସାର
ଘନସାର
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ଘନ+ସାର) ସମ୍ପାଦନା
- ୧. (ବହୁବ୍ରୀହି ବା କର୍ମଧା)—କର୍ପୂର — ୧. camphor.
- ୨. (ବହୁବ୍ରୀହ) ଚନ୍ଦନ —୨. Sandal.
- ୩. (କର୍ମଧା) ପାରଦ —୩. Mercury.
- ୪. (୬ଷ୍ଠୀ ତତ୍) ଜଳ —୪. Water.
- ୫. (କର୍ମଧା) ଗାଢ଼ କୃଷ୍ଣବର୍ଣ୍ଣ ମବୀନ ମେଘ — ୫. Newly formed deep black cloud.
ଘନସାର(୧) ମୋ ହୃଦରୁ ଘନସାର (୫) କେଶୀ ଝାଡ଼ିଦେଇକରି ଗାଢ଼େ ଆଲିଙ୍ଗନ କରୁ କବିସୂର୍ଯ୍ୟ. ଡ଼ୁମ୍ପା ଗୀତ