ଘନକୁନ୍ତଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି; ଘନ+କୁନ୍ତଳ+ଆ) ସମ୍ପାଦନା

୧. ଯେଉଁ ସ୍ତ୍ରୀର ମୁଣ୍ଡରେ ମେଘ ପରି ଗାଢ଼ କୃଷ୍ଣବର୍ଣ୍ଣ କେଶ ଅଛି —୧. (a woman) Having deep black hair on the head like the clouds.
୨. ଯାହା ମୁଣ୍ଡରେ କେଶ ଘନ ବା ନିବିଡ଼; ଯାହାର ଗହବା ବାଳ —୨. Having a dense mass of hair on the head.