ଘଣ୍ଟୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଘଣ୍ଟ+ସ୍ତ୍ରୀ. ଈ) ସମ୍ପାଦନା

୧. ଘଣ୍ଟା ପରି ଶବ୍ଦ କରୁଥିବା — ୧. Sounding like a bell.
୨. ଯହିଁରେ ଘଣ୍ଟା ଲାଗି ଥାଏ — ୨. Furnished with bells.

ସଂସ୍କୃତ - ବିଶେଷ୍ୟ - (ଘଣ୍ଟ+ଇନ୍; ୧ମା. ୧ବ) ସମ୍ପାଦନା

୧. ଶିବ —୧. Ṡiba.
୨. ଘଣ୍ଟିକା (ଦେଖ) - ୨. Ghaṇṭikā (See)