ଘଟାଟୋପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଘଟ+ଅଟୋପ) ସମ୍ପାଦନା

୧. ଆଡ଼ମ୍ୱର — ୧. Ado.
୨. ଯାନ ଆଦିର ଉପରେ ଥିବା ବସ୍ତ୍ର ବା ଚମଡ଼ାର ଆବରଣ — ୨. Hood or covering of a car, carriage or furniture (M.W.)
୩. ଆକାଶ ଚାରିଆଡ଼େ ଘୋଟିଥିବା ମେଗ (ହିନ୍ଦୀ - ଶବ୍ଦସାଗର) — Clouds overclouding the sky.