ଘଟନୀୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଘଟ୍ ଧାତୁ+କର୍ମ. ଅନୀୟ) ସମ୍ପାଦନା

୧. ଯାହା ଘଟିବାର ସମ୍ୱବପର; ଘଟିବା ଯୋଗ୍ୟ — ୧. Probable; likely to take place.
୨. ଅବଶ୍ୟମ୍ଭାବୀ —୨. Liable to happen.